କରୋନା ସମୟରେ ଘର ଘର ବୁଲି ସଚେତନ କରୁଛନ୍ତି ଅଙ୍ଗନବାଡି ଓ ଆଶା

ନବରଙ୍ଗପୁର:-ଡାବୁଗାଁ ବ୍ଲକ ଡୁମଣୀଗୁଡା ଗ୍ରାମରେ କରନା ରୁ କିଭଳି ଭାବରେ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବେ ଏ ବିଷୟରେ ଘର ଘର ବୁଲି ସଚେତନ କରୁଛନ୍ତି ଏବଂ ors ପାଣି କେମିତି ବ୍ୟବହାର କରିବେ ସେବିଷୟରେ ବୁଝାଉଛନ୍ତି ଡୁମଣୀଗୁଡା ଅଙ୍ଗନବାଡି ଦିଦି ଅମିତା ବେହେରା ଓ ଆଶା ଦିଦି ଯସଦା ସିଂ ।

Comments
Loading...