ମଦ୍ୟପ ଦମ୍ପତି କୁ ଘରୁ ବାହାର କରିଦେଲେ ପୁଅ ଝିଅ ଏବଂ ବୁଢ଼ୀମାଁ ଶୌଚାଳୟରେ ରହୁଛନ୍ତି ଦମ୍ପତି

ନବରଙ୍ଗପୁର:-ମଦ୍ୟପ ଦମ୍ପତି କୁ ଘରୁ ବାହାର କରିଦେଲେ ପୁଅ ଝିଅ ଏବଂ ବୁଢ଼ୀମାଁ ଏହା ପାରେ ଦମ୍ପତି ଯାଇ ଏକ ପରିତ୍ୟକ୍ତ ଶୌଚାଳୟରେ ଆଶ୍ରୟ ନେଇଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ଡ଼ଙ୍ଗରିଗୁଡା ପଞ୍ଚାୟତ ଅନ୍ତର୍ଗତ ଭରତଗୁଡ଼ା ଗ୍ରାମରେ ରେ ।ପରିତ୍ୟକ୍ତ ଶୌଚାଳୟରେ ରହୁଥିବା ତିଳତମା ସହ ତାଙ୍କ ସ୍ୱାମୀ ପୂର୍ଣ୍ଣ ଗୌଡ଼ଙ୍କୁ କଣ ପାଇଁ ଘୋରୁ ବାହାର କରି ଦେଇଛନ୍ତି ପୁଅ,ଝିଅ ଏବଂ ବୁଢ଼ୀମାଁ ଏହା ପଚାରିବାରୁ ଏହାର ସତ୍ୟାସତ୍ୟ ଜଣାପଡିଛି ।ଏହି ଦମ୍ପତି ପ୍ରତିଦିନ ସନ୍ଧ୍ୟାରେ ମଦ୍ୟପାନ କରି ଘରେ ଅସାନ୍ତୀର ବାତାବରଣ ସୃଷ୍ଟି କରୁଥିଲେ ବୋଲି ପୁଅ,ଝିଅ, ବୁଢ଼ୀମାଁ ଏବଂ ସାହି ପଡ଼ିଶାର ଲୋକମାନେ କହିଛନ୍ତି ।

Comments
Loading...