ଉମରକୋଟ ପଞ୍ଜାବ ନେସନାଲ ବ୍ୟାଙ୍କ୍ ସମ୍ମୁଖରେ ଗୁଳିକାଣ୍ଡ- ବ୍ୟବସାୟୀ ସଞ୍ଜୀବ ସୁବୁଦ୍ଧି ଆହତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଝୋରିଗାଁ ରୋଡ ପଞ୍ଜାବନେଶ୍ନାଲ ବ୍ୟାଙ୍କ୍ ସାମ୍ନାରେ ଅଜଣା ବ୍ୟକ୍ତି ଙ୍କ ଦ୍ଵାରା ସ୍ଥାନୀୟ ବ୍ୟବସାୟୀ ସଞ୍ଜୀବ ସୁବୁଦ୍ଧି ଙ୍କ ଉପରେ ଗୁଳିଚାଳନା, ଗୁଳିକାଣ୍ଡ ରେ ଅଣ୍ଟା ତଳକୁ ଗୁଳି ବାଜିଛି। ସଞ୍ଜୀବ ଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି ।

Comments
Loading...