କୋଶଲ ନ୍ୟୁଜ୍ ବ୍ୟୁରୋ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତୋଲଝିରି ଗ୍ରାମ ପଞ୍ଚାୟତ ର, କାଙ୍ଗ ତୁମ୍ୱା, ଓ ଉପର ପଡ଼ି଼ଖାଲ , ଗ୍ରାମରେ କାଶୀପୁର ସ୍ଥିତ (68) ସୀମା ସୁରକ୍ଷା ବାହିନୀ ଙ୍କ ଦ୍ୱାରା ଏକ ଜୋନ ସମ୍ପର୍କ ବା ସିବିକ ଏକ୍ସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା,
ସୀମା ସୁରକ୍ଷା ବାହିନୀଙ୍କ ଦ୍ୱାରା ସିବିକ୍ କାର୍ଯ୍ୟକ୍ରମ
ଅନ୍ୟାନ୍ୟ ଖବର ପଢନ୍ତୁ
ଏହିି କାର୍ଯ୍ୟକ୍ରମରେ ସିମସୁରକ୍ଷା ବାହିନୀର ଡେପୁଟି କୋମାଣ୍ଡେଣ୍ଟ ଡ଼କ୍ଟର କୁଳବିନ୍ଦେର ପୋୖଲ ଓ ଶ୍ରୀ ଅଶୋକ କୁମାର ଭେର୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ଏବଂ ଯବାନ ମାନେ ସହଯୋଗ କରିଥିଲେ,
ସୀମା ସୁରକ୍ଷା ବାହିନୀଙ୍କ ଦ୍ୱାରା ଏହି ଦୁଇଟି ଗ୍ରାମର ଲୋକଙ୍କୁ ଓ କିଛି ଭଲିବଲ ଖେଳାଳିଙ୍କୁ ବଲ୍, ନେଟ, ଶାଢ଼ୀ, ଚପଲ, ଲୁଙ୍ଗି, ନାଇଟୀ, ଓ ଶାରୀରିକ କର୍ମଣ୍ୟ ବାଡ଼ି ବାଣ୍ଟିଥିଲେ, ଓ ଶେଷରେ ଗ୍ରାମର ପରିମଳ ସୋଫା ରଖିବାକୁ ଲୋକଙ୍କୁ ସଚେତନାର ବାର୍ତା ଦେଇଥିଲେ !
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Prev Post
Next Post
Comments