ବାପୁଜୀ ନଗର ରାସ୍ତା ମରଣା ଯନ୍ତ୍ରଣା ପାଲଟିଛି

କୋଶଲ ନ୍ୟୁଜ୍ ବ୍ୟୁରୋ : ରାୟଗଡା:୧୯/୧୨ ମୁନିଗୁଡା ବ୍ଳକ ତେଲଙ୍ଗାପଦର ପଞ୍ଚାୟତ। ବାପୁଜୀ ନଗର ଦୀର୍ଘ ପଛିଶି ବର୍ଷ ଧରୀ ନୀରହ ଗରିବ ହରିଜନ ସଂମ୍ପାଦୟ ଲୋକ ବସବାସ କରୁଥିବା ଉକ୍ତ ଗ୍ରାମରେ ଯିବାପାଇଁ ରାସ୍ତା ଖଣ୍ଡେ ନାହିଁ ଲୋକଙ୍କ ଅଭିଯୋଗ ଉକ୍ତ ଗ୍ରାମ କୁ ଶିଶିରୋଡ ନାହିଁ ଓ ଶିକ୍ଷା ନିମନ୍ତେ ଅଙ୍ଗନଔଡି କିମ୍ବା ସ୍କୁଲ ମଧ୍ୟ ନାହିଁ ପଞ୍ଚାୟତ ବାସୀ ଦୀର୍ଘ ଦିନ ଧରି ପଞ୍ଚାୟତର ସମସ୍ଯ ନିମନ୍ତେ ନିଜ ହୋକପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଦୋଉଡି ଦୋଉଡି ଶେଶରେ ଧଯ୍ଯହରାଇ ଜିଲ୍ଲା ପାଳଙ୍କୁ ଜଣାଇବା ପାଇଁ ଦାବି କରିବା ନିମନ୍ତେ ସ୍ଥିର କରିଛନ୍ତି।

ଦେଖିବାକୁ ବାକି ରହିଲା ଏହି ଆଦିବାସୀ ଓ ହରିଜନ ସଂମ୍ପ୍ରାଦାୟର ଲୋକଙ୍କ ସମସ୍ୟା ସମାଧାନ କେବେ ଏହି ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକଙ୍କ ପାଇଁ ଏତେ ନିଷ୍ଟରତ ମନଭାବ ଏହି ପଞ୍ଚାୟତର ନିରିହ ଲୋକଙ୍କର ଦୁଃଖ ବୁଝିବେ କିଏ। ଲିଙ୍ଗ ରାଜୁ ହିୟଲ,କାନୁ ହିୟଲ ,ସୁରେନ୍ଦ୍ର, ଖଇତୁ ବିନେସି,ତିଲତମା,ଇଛା,ଡହମତି ବିଭାର,ଛଟି ଭାତ୍ରା,ଏହି ସମସ୍ତେ ଅଭିଯୋଗ କରିଛନ୍ତି।
Comments
Loading...