ରାଜ୍ୟରେ କରୋନା ଟୀକାର ଅଭାବ ଦୂର ହେଲା

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ କେନ୍ଦ୍ର ସରକାର ରାଜ୍ୟରେ କରୋନା ଟୀକା କୋଭିସିଲଡ଼ ର ଅଭାବ ଦୂର କରିବା ପାଇଁ ଆଜି ବିମାନ ଯୋଗେ ଭୁବନେଶ୍ୱର ରେ 1 ଲକ୍ଷ ପହଂଚିଛି | ଗତ 2/3 ଦିନ ହେଲା ରାଜ୍ୟରେ 17ଟି ଜିଲାରେ କରୋନା ଟୀକା କରଣ ବନ୍ଦ ରହିଛି |ଆଜି କରୋନା ଟୀକା ପହଂଚିବା ପରେ କାଲି ଠୁ ପୁନର୍ବାର ଟୀକା ପ୍ରଦାନ କରାଯିବ |

Comments
Loading...