ସର୍ଟସର୍କିଟ ଯୋଗୁଁ ଭୟଙ୍କର ଅଗ୍ନି କାଣ୍ଡ

   

କନ୍ଧମାଳ ୧୬/୧୧ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବାକିଙ୍ଗିଆ ଗ୍ରାମର ଡ଼ାକେଡୁନାଜୁ ଠlରେ ଗତକାଲି ଏକ ଦୋକାନ ଘରେ ଭୟା ଭୟ ଅଗ୍ନି କାଣ୍ଡ ଘଟିଛି l ରବିବାର ମଧ୍ୟାନରେ ଏକ ସର୍ଟସର୍କିଟ ଦ୍ଵାରା ନିଆଁ ଲାଗିଥିବା ଜଣାପଡ଼ି ଥିଲା l ଘଟଣା ସମୟ ରେ ଦୋକାନ ବନ୍ଦ ଥିଲା, ଘଟଣା ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଯାହାଫଳରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳ କୁ ଯାଇ ନିଆଁ ଆୟତ କରିଥିଲେ l ନିଆଲାଗି ଦୋକାନ ର ଲକ୍ଷାଦିକ ଟଙ୍କା ର ଜିନିଷ ପତର ନଷ୍ଟ ହେଇଥିବା ସୂଚନା ମିଳିଛି l

Comments
Loading...