କଅସରରେ ବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

ସଇଁନ୍ତଳା : ଭାରତର ବିଶିଷ୍ଟ ଜନନାୟକ ତଥା ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ପବିତ୍ର ଜନ୍ମ ଜୟନ୍ତୀ ସଇଁନ୍ତଳା ବ୍ଳକ କଅସର ଡ଼.ବି.ଆର ଆମ୍ବେକର ପାଠାଗାର ପରିସରରେ ଆଜି ବଲାଙ୍ଗିର ସାଂସଦ ଙ୍କ ସଇଁନ୍ତଳା ବ୍ଳକ ପ୍ରତିନିଧି ଅକ୍ଷୟ ରଣା ଙ୍କ ନେତୃତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଥମେ ବିଜେପି ଦଳର କର୍ମି ମାନଙ୍କ ଉପସ୍ଥିତ ରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏଥିରେ ବିଜେପି ଦଳ ର କର୍ମି ପ୍ରକାଶ ଗହୀର,ରମେଶ ସାହୁ,ନିଧି ରଣା, ଦୁର୍ଯ୍ୟୋଧନ ସାହୁ,ବେଲଗା ୩୧ ନମ୍ବର ଜୋନ ମଣ୍ଡଳ ସଭାପତି କୈ।ଳାସ ରଣା ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...