ମନରେଗା ଯୋଜନାରେ ଗାଁସାଥୀ ଙ୍କୁ ଉପେକ୍ଷା

କୋଶଲ ନ୍ୟୁଜ୍ ବ୍ୟୁରୋ : ବଙ୍ଗୋମୁଣ୍ଡା /ସିନ୍ଧେକେଲା :-ଲକଡାଉନ କୋହଳ ହେବାପରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରି କରାଯାଇଛି l କାର୍ଯ୍ୟ ପରିଚାଳନା ପାଇଁ ସରକାର ଗାଁଗାଁରେ ଗାଁସାଥୀ ପଦବୀ ସୃଷ୍ଟିକରିଥିଲେ l

ସେମାନେ ବିଭିନ୍ନପ୍ରକଳ୍ପରେ କାର୍ଯ୍ୟ କରିବା ପାଇଁ ଶ୍ରମିକକୁ ଡାକି କାମ କରାଇବା, ତଦାରଖ କରିବା ଓ ଶ୍ରମିକ ମାନଙ୍କ ହାଜିର ନେବା ମାତ୍ର ବର୍ତ୍ତମାନ ବିଭିନ୍ନ କାମ ଏ ଯୋଜନାରେ ଚାଲିଥିଲେ ମଧ୍ୟ ବ୍ଲକପ୍ରଶାସନ, ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ କାମରେ ସେମାନଙ୍କୁ ବିନିଯୋଗ କରୁନଥିବା ଅଭିଯୋଗ ହେଉଛି ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁରେ l
Comments
Loading...