ଆଇପିଏସ ସ୍ତରରେ ଅଦଳବଦଳ, କୁଶଳକର ନିତିନ ଡାଗଡୁ ହେଲେ ବଲାଙ୍ଗୀର ର ନୂତନ ଏସ ପି

କୋଶଲ ନ୍ୟୁଜ୍ ବ୍ୟୁରୋ: ବଲାଙ୍ଗୀର : ରାଜ୍ୟ ସରକାର ଆଇ ପି ଏସ ସ୍ତରରେ ବୁଧବାର ଦିନ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ଏହି କ୍ରମ ରେ ବଲାଙ୍ଗୀର ରେ ନୁତନ ଏସ ପି ଭାବେ ଶ୍ରୀ କୁଶଳକର ନିତିନ ଡାଗଡୁଙ୍କୁ ଯୋଗ କରିଛନ୍ତି ପୂର୍ବରୁ ସେ ନବରଙ୍ଗପୁର ଏସ.ପି ଦାୟିତ୍ୱ ରେ ରହିଥିଲେ। ବଲାଙ୍ଗୀର ପୂର୍ବତନ ଏସ.ପି ବି.ମଡକର ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡ଼ାକୁ ବଦଳି କରାଯାଇଛି ।

Comments
Loading...