ନିଆରା ଉଦ୍ୟମ କରିଛନ୍ତି ଝିଅ ଟିଏ

ବରଗଡ (କୋଶଲ ନ୍ୟୁଜ ) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଗିଦମାଲ ଗ୍ରାମ ର ସାଗରିକା ସାହୁ, ଝିଅ ଟି ନିଆରା ଉଦ୍ୟମ କରିଛନ୍ତି । କୁନି ଝିଅ ମାନଙ୍କ ସାଥେ । ସେଇ କୁନି ଝିଅ ହେଲେ ପିଙ୍କି, ବର୍ଷା ,ଅଞ୍ଜଲୀ ସୁପିୟା ,ରଞ୍ଜୁ,ସୁନିତା। ଏମାନେ ସମସ୍ତେ। ମିସି ଅନେକ ଗଛ ମାନଙ୍କରେ ପାତ୍ର ମାନ ,ବୋତଲ ବାନ୍ଧିଛନ୍ତି ପାଣି ଭର୍ତ୍ତିକରି ।ପକ୍ଷୀ,ପିମ୍ପୁଡ଼ି,ଝିନ୍ଟିକା ଏଣ୍ଡୁଅ ଏମାନେ ପାଣି ଟୋପାଏ ନ ପାଇବାରୁ । କେତେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ସେଇ କଥା ଭାବି ସାଗରିକା ।ଏହି ଉଦ୍ୟମ ଚଳାଇଛନ୍ତି । ଏହି ତାଣ୍ଡଵ ଖରା ରେ।ଏଇ କାମ ଗ୍ରାମ ରେ ଅନେକ ଲୋକ ଦେଖି ଝିଅ କୁ ମାନଙ୍କୁ ବେଶ ପ୍ରଶଂସା କରିଛନ୍ତି।

Comments
Loading...