ବୌଦ୍ଧ ଜିଲାରେ ଆଜି ପୋଜିଟିଭ ସଂଖ୍ୟା ପୁନର୍ବାର 10 ରେ ପହଁଚିଲା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ ପୁନର୍ବାର 10 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | କ୍ରମାଗତ ଭାବେ ଗତ କାଲି ଏବଂ ଆଜି ଜିଲାରେ କରୋନା ସଂଖ୍ୟା ସାମାନ ରହିଛି | ଆଜି ସମଗ୍ର ରାଜ୍ୟରେ କରୋନା ସଂଖ୍ୟା ଦୁଇହାଜର ତଳକୁ ଖସିଛି 1993ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12382
ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12154 ସୁସ୍ଥ ହୋଇଥିବା ବେଳେ 139 ଜଣ ଚିକିତ୍ସାଧିନ ଥିବା ବେଳେ ଆଜି 3ଜଣକ ମୃତ୍ୟୁ ହୋଇଛି |ଜିଲ୍ଲା ରେ ଆଜି ସୁଦ୍ଧା ମୋଟ 89 ଜଣଙ୍କ ମୃତ୍ୟୁ ହୋଇଛି |ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12382 ରେ ପହଂଚିଛି|

Comments
Loading...