ବୌଦ୍ଧ ଜିଲାରେ କରୋନା ନିମ୍ନ ଗାମୀ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ ପୁନର୍ବାର 3 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | କ୍ରମାଗତ ଭାବେ ଗତ କାଲି ଏବଂ ଆଜି ଜିଲାରେ କରୋନା ସଂଖ୍ୟା ସାମାନ ରହିଛି | ଆଜି ସମଗ୍ର ରାଜ୍ୟରେ କରୋନା ସଂଖ୍ୟା ଦୁଇହାଜର ତଳକୁ ଖସିଛି 1930ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12385
ଜଣ କରୋନା ପୋଜିଟଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12159 ସୁସ୍ଥ ହୋଇଥିବା ବେଳେ 137 ଜଣ ଚିକିତ୍ସାଧିନ ଅଛନ୍ତି |ଜିଲ୍ଲା ରେ ଆଜି ସୁଦ୍ଧା ମୋଟ 89 ଜଣଙ୍କ ମୃତ୍ୟୁ ହୋଇଛି |ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12382 ରେ ପହଂଚିଛି|

Comments
Loading...