ହରଭଙ୍ଗା ଠାରେ ଜିଲ୍ଲା ବିଜେପି ର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ର ଦେବଗଡ଼ ରାମ ମନ୍ଦିର ଠାରେ ବିଜେପି ର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ମଣ୍ଡଳ ସଭାପତି ଗଣେଶ ବେହେରା ଙ୍କ ଅଧକ୍ଷତା ରେ ଏହି ବୈଠକ ରେ ବିଭିନ୍ନ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ର ପ୍ରଶଂସା କରାଯିବା ସହ ଜନସାଧାରଣଙ୍କ ପାଖରେ କିପରି ସୁବିଧା ପହଂଚି ପାରିବ ତାହା ଆଲୋଚନା ହୋଇଥିଲା | ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପ୍ରକୃତ ହିତାଧିକାରୀ କିପରି ସୁଫଳ ପାଇବେ ସେ ଉପରେ ଆଲୋଚନା ହୋଇଛି | ଏହି ବୈଠକ ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ |

Comments
Loading...