ବୌଦ୍ଧ ଜିଲ୍ଲାପାଳଙ୍କ ରକ୍ତଦାନ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଛନ୍ତି | ବୌଦ୍ଧ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ଉପସ୍ଥିତ ରହି ବୌଦ୍ଧ ଜିଲ୍ଲାପାଳ ରକ୍ତଦାନ କରିଥିଲେ | ଅନେକ ବ୍ୟକ୍ତି ରକ୍ତଦାନ କରିଥିଲେ | ବର୍ତମାନ ର ମହାମାରୀ ପରିସ୍ଥିତି ରେ ରକ୍ତ ର ଆବଶ୍ୟକତା ଅଧିକ ଅଛି ତେଣୁ ରକ୍ତଦାନ କରିବାକୁ ଯୁବ ବର୍ଗ ଆଗେଇ ଆସିବାକୁ ଅନୁରୋଧ କରାଯାଇଛି |

Comments
Loading...