ବୌଦ୍ଧ ରଥଯାତ୍ରା ବିନା ଭକ୍ତ ରେ କେବଳ ମନ୍ଦିର ମଧ୍ୟରେ ହେବ

ବୌଦ୍ଧ (କୋଶଲ ନ୍ୟୁଜ୍) ଐତିହ୍ୟ ସମ୍ପର୍ଣ ବୌଦ୍ଧ ଜିଲ୍ଲା ରେ ପ୍ରାଚୀନ ପରମ୍ପରା ରହିଛି କିନ୍ତୁ ଗତ ବର୍ଷ ଏବଂ ଏ ବର୍ଷ କରୋନା ମହାମାରୀ କାରଣ ରୁ ରଥଯାତ୍ରା ବିନା ଭକ୍ତ ରେ କେବଳ ନୀତି କାନ୍ତି ରକ୍ଷା ପାଇଁ ମନ୍ଦିର ମଧ୍ୟରେ ଅଳ୍ପ ସଂଖ୍ୟକ ସେବକ ମାନଙ୍କ ଦ୍ୱାରା କରାଯିବାକୁ ନିଷ୍ପତି ହୋଇଛି | ଜିଲ୍ଲା ରେ ବିଭିନ୍ନ ଗ୍ରାମ ମାନଙ୍କ ରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ କିନ୍ତୁ ସରକାର ମନା କରିଥିବାରୁ କେବଳ ନିୟମ ଅନୁସାରେ ସେବା କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଛି |

Comments
Loading...