ବୌଦ୍ଧରେ ବେସାହାରା ଓଟ ସହରମୁହାଁ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ହରଭଙ୍ଗା ବ୍ଲକ ର ବାମଣ୍ଡା ଗ୍ରାମପଞ୍ଚାୟତ ର ତଲବାହାଳୀ ଗାଁ ନିକଟରେ ଗତ 3 ଦିନ ତଳେ ଏକ ଓଟ ବେସାହାରା ହୋଇ ବୁଲୁଥିବା ର ଦେଖିବାକୁ ମିଳି ଥିଲା | ଓଟ କୁ ଦେଖିବା ପାଇଁ ବହୁତ ଲୋକ ଏକତ୍ରିତ ହୋଇଥିଲେ | ଓଟ ର ମାଲିକ କିଏ ଏବଂ ଓଟ କିପରି ଆସିଲା ସେ ବିଷୟରେ କାହାକୁ କିଛି ଜଣା ନାଇଁ ଆଜି ଓଟ ଟି ବୌଦ୍ଧ ଆଡ଼କୁ 57 ନମ୍ବର ଜାତୀୟ ରାଜପଥ ରେ ଯାଉଥିବାର ଦେଖିବାକୁ ମିଲିଥିଲା | ବନ ବିଭାଗ ପହଂଚି ଓଟ ଟିକୁ ଉପଯୁକ୍ତ ସଂରକ୍ଷଣ ଦେବାକୁ ଦାବି ହେଉଛି |

Comments
Loading...