ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ ଗଂଜେଇ ଚୋରା ଚାଲାଣ ରେ ଅନ୍ୟ ରାଜ୍ୟକୁ ଚାଲାଣ ପ୍ରତିଦିନ ହେଉଥିବା ନଜର ଆସୁଛି ଅପରାଧୀ କୌଶଳ କ୍ରମେ ଖସି ଯାଉଛନ୍ତି ଗାଡି ଧରା ପଡୁଛି ଗାଡି ନକଲି ନା ରେ ରେଜିଷ୍ଟ୍ରସନ ହେଉଛି | ଆଜି ସକାଳୁ ବାଉଁସୁଣୀ ଥାନାରେ କୌଣସି ସୂତ୍ର ରୁ ଖବର ପାଇ ହରିପୁର ଅଞ୍ଚଳ ରୁ ରାସ୍ତା କଡ଼ରେ ଏକ କାର ନମ୍ବର OR 15R 3120 ରେ 23kg ଗଂଜେଇ ଜବତ କରାଯାଇଥିଲା | ଏହି ଗାଡି ର ନମ୍ବର ପ୍ଲେଟ ଯାଞ୍ଚ ପରେ ନକଲି ବୋଲି ଜଣା ପଡିଥିଲା | ଏ ସମ୍ପର୍କ ରେ ବାଉଁସୁଣୀ ଥାନା ଅଧିକାରୀ ସୁବାଷ ରାୟଗୁରୁ ସୂଚନା ଦେଇଛନ୍ତି |