ବୌଦ୍ଧ ଜିଲ୍ଲା ରେ ମାଗଣା ଚାରା ବିତରଣ ଆରମ୍ଭ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ବନ ବିଭାଗ ପକ୍ଷ ରୁ ମାଗଣା ଚାରା ବିତରଣ ଆରମ୍ଭ ହୋଇଛି | ସ୍ଥାନୀୟ ଏନ ଏ ସି ଛକ ଠାରେ ଚାରା ବିତରଣ କରାଯାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି ଯୋଗ ଦେଇ ଉଦଘାଟନ କରିଥିଲେ | ଏ ସି ଏଫ ଜିତେନ୍ଦ୍ର ବେହେରା, ରାଜେନ୍ଦ୍ର ଗୋଛାୟତ, ରେଞ୍ଜର ପ୍ରଦୀପ ବେହେରା, ଫରେଷ୍ଟର ସ୍ୱାଧୀନ ସାମଲ, ଫରେଷ୍ଟ ଗାର୍ଡ ସନ୍ତୋଷ ବାରିକ, ମୀରା ଦାସ ଉପସ୍ଥିତ ଥିଲେ

Comments
Loading...