ଅଜଣା ଗାଡି ଧକ୍କା ରେ କଲରାପତରିଆ ବାଘ ର ମୃତ୍ୟୁ

ବୌଦ୍ଧ (କୋଶଲ ନ୍ୟୁଜ) ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳ ବଲାଙ୍ଗୀର -ଖୋର୍ଦ୍ଧା ଜାତୀୟ ରାଜପଥ 57 ରାସ୍ତା ଉପରେ ଏକ କାଳରପତରିଆ ବାଘ ର ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା | ରାସ୍ତାରେ ଯାଉଥିବା କିଛି ଲୋକ ଏହା ଦେଖି ବାକୁ ପାଇଥିଲେ |ଅପର୍ଯ୍ୟନ୍ତ ବନବିଭାଗର କୌଣସି ଅଧିକାରୀ ପହଂଚିନଥିଲେ |ବନ ବିଭାଗ ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ଦାବି କରାଯାଇଛି

Comments
Loading...