ବୌଦ୍ଧ ପ୍ରକୃତିର ଗନ୍ତାଘର ଖଣ୍ଡି କନପା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନ ର ଅନେକ ସ୍ଥାନ ମଧ୍ୟରୁ ଶଗଡା ବାଘ ନଦୀବନ୍ଧ ଯୋଜନା ନିକଟରେ ପ୍ରାକୃତିକ ପରିବେଶ ମଧ୍ୟରେ ଖଣ୍ଡି କନପା ଅନ୍ୟତମ | ଏଠାରେ ଅନେକ ବର୍ଷରୁ ଏକ ଶୈବ ପିଠ ଅଛି ଏବଂ ବାଘ ନଦୀର ନିରନ୍ତର ପ୍ରବାହିତ ଜଳରାଶି ସହିତ ଜଙ୍ଗଲ ପରିବେଶ ବାଣଭୋଜୀ ପାଇଁ ଏକ ଉପଯୁକ୍ତ ସ୍ଥାନ ଅଟେ | ଏହି ସ୍ଥାନକୁ ଯିବାକୁ ହେଲେ ନଦୀ ପାର ହେବାକୁ ଏକ କାଠ ତିଆରି ପୋଲ ଦ୍ୱାରା ଯିବାକୁ ପଡୁଛି | ସରକାର ଆର୍ଥିକ ସହାୟତା କଲେ ଏହି ଅବହେଳିତ ଏବଂ ଲୁକ୍କାୟିତ ପର୍ୟ୍ୟଟନ ସ୍ଥଳି ର ବିକାଶ ହୋଇପାରିବ |

Comments
Loading...