ବୌଦ୍ଧ ଜିଲ୍ଲା ରେ ଲଘୁଚାପ ଜନିତ ବୃଷ୍ଟିପାତ

ବୌଦ୍ଧ (କୋଶଲ ନ୍ୟୁଜ୍) ପାଣିପାଗ ବିଭାଗର ଆକଳନ ଅନୁସାରେ ସୋମବାର ଠାରୁ ରାଜ୍ୟରେ 19 ଟି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି | 7 ତାରିଖ ରୁ ବର୍ଷା ହେବା ସହ 12 ତାରିଖ ରୁ ଲଘୁଚାପ ସୃଷ୍ଟି ହୋଇ 13 ତାରିଖ ରେ ବର୍ଷା ର ପରିମାଣ ବଢିବବୋଲି ଆକଳନ କରାଯାଇଛି | ବୌଦ୍ଧ ଜିଲ୍ଲା ରେ ପ୍ରବଳ ବର୍ଷା ସହ ଘଡଘଡି ହେବ ର ସମ୍ଭାବନା ଅଛି

Comments
Loading...