ବୌଦ୍ଧ ଜିଲ୍ଲାରେ ଦଶମ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ମଧୁସୂଦନ ପ୍ରଧାନଙ୍କ ଡାକ୍ତର ହେବା ଲକ୍ଷ

ବୌଦ୍ଧ(କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମପଞ୍ଚାୟତ ର ଘଣ୍ଟ ପାଳି ଗ୍ରାମ ର ଜହ୍ନବି ଏବଂ ଗଜେନ୍ଦ୍ର ପ୍ରଧାନ ଙ୍କ ପୁତ୍ର ମଧୁସୂଦନ ପ୍ରଧାନ ଏ ବର୍ଷ ମାଟ୍ରିକ ପରୀକ୍ଷା ରେ 552 ମାର୍କ ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ମଧୁସୂଦନ ଅତି ଗରିବ ଚାଷୀ ପାରିବାର ର ଅଟନ୍ତି | ସେ ଭବିଷ୍ୟତ ରେ ଡାକ୍ତର ହୋଇ ଲୋକମାନଂକର ସେବା କରିବାକୁ ଲକ୍ଷ ରଖିଛନ୍ତି |

Comments
Loading...