ପଳସାଗୁଡା ଯୁବ ଶିକ୍ଷକଙ୍କ ମୃତ୍ୟୁ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ଆଜି ପଳସାଗୁଡା ର ଯୁବ ଶିକ୍ଷକ ଅରୁଣ ଗିରି ଙ୍କ ଦେହାନ୍ତ ଆଜି ସକାଳୁ ହୋଇଯାଇଛି |ସେ ଦୁଇମାସ ପୂର୍ବରୁ କରୋନା ପୋଜିଟିଭ ଚିନ୍ହଟ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ଦୁଇଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ଚିକିତ୍ସିତ ହେଉଥିଲେ |ସେ ଜଣେ ମେଳାପି ଏବଂ ଉତ୍ତମ ଶିକ୍ଷକ ଥିଲେ | ତାଙ୍କର ମୃତ୍ୟୁ ରେ ବନ୍ଧୁ ଏବଂ ସମ୍ପର୍କୀ ୟ ଙ୍କ ମଧ୍ୟରେ ଶୋକ ର ଛାଇ ଖେଳି ଯାଇଛି | ଭଗବାନ ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତୁ |

Comments
Loading...