ହତ୍ୟାକାରୀ ଥାନାରେ ଅଟକ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଧୀନରେ ଥିବା ବଡ଼ ଡୁଙ୍ଗୁରିପାଲି ଗ୍ରାମ ରେ ଗତ କାଲି ରାତିରେ ଘଟିଥିବା ହତ୍ୟା କାଣ୍ଡ ର ହତ୍ୟାକାରୀ କୁ ଥାନାରେ ଅଟକ ରଖା ଯାଇଛି| ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଦିନର ଶତ୍ରୁତା ଥିବା ନରେଶ ସହ ଲଳିତ ସାହୁ ଙ୍କ ଗୋଣ୍ଡଗୋଳ ଲାଗିରହୁଥିଲା ଗତ କାଲି ମୃତ ନରେଶ ଟାଙ୍ଗିଆ ଧରି ଲଳିତ ସାହୁ ଙ୍କ ଘରକୁ ଦୌଡ଼ି ଯାଇଉଥିବା ସମୟ ରେ ଲଳିତ ସାହୁ ର ଦୁହି ପୁଅ ନରେଶ କୁ ଆକ୍ରମଣ କରି ହତ୍ୟା କରିଥିଲେ |ଆସନ୍ତା କାଲି ଲଳିତ ସାହୁ ଙ୍କ ଦୁହି ପୁଅକୁ କୋର୍ଟ ଚାଲାଣ କରାଯିବ | ମନମୁଣ୍ଡା ପୋଲିସ ତଦନ୍ତ ଜାରି ରଖିଛି |

Comments
Loading...