ରାଜସ୍ବ ନିରୀକ୍ଷକ ଭିଜିଲାନ୍ସ ଜାଲ ରେ ଧରା ପଡିଲେ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ଦହ୍ୟାର ରାଜସ୍ବ ନିରୀକ୍ଷକ ଗଜେନ୍ଦ୍ର ଦିଗାଲ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି | ସୂଚନା ମୁତାବକ ଆଜି ଜଣେ ବ୍ୟକ୍ତି ର ଡିମାରକେସନ ପାଇଁ 15000 ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ ଗୁଦୁଗୁଦା ଠାରୁ ତାଙ୍କୁ ଧରିଥିଲେ | ପୂର୍ବରୁ ଆଉଥରେ ମଧ୍ୟ ସେ ବଘିଆପଡା ରେ କାର୍ଯ୍ୟ କରୁଥିବା ସମୟରେ ଧରା ପଡି ଜେଲ ଯାଇଥିଲେ | ତାଙ୍କୁ ଗିରଫ କରାଯାଇ ବୌଦ୍ଧ ଭିଜିଲାନ୍ସ କାର୍ଯ୍ୟାଳୟ ରେ ଜେରା କରାଯାଉଛି |

Comments
Loading...