ହରଭଙ୍ଗା ଠାରେ ବୃକ୍ଷ ବିତରଣ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ର ଟୁକୁଲୁଣ୍ଡା ଏବଂ ବାରିଙ୍ଗ ଅଞ୍ଚଳ ରେ ବନ ମହୋତ୍ସବ ପାଳନ ଅବସରରେ ଚାରା ବିତରଣ କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି | ସ୍ଥାନୀୟ ଜନସାଧାରଣ ଏଥିରେ ଯୋଗ ଦେଇ ସହଯୋଗ କରିଥିଲେ |

Comments
Loading...