ହାତୀ ଆକ୍ରମଣ ରେ ଜଣେ ମୃତ

ଦେବଗଡ଼ ବନଖଣ୍ଡ ବାରକୋଟ ରେଞ୍ଜ ଅନ୍ତର୍ଗତ ମଧ୍ୟପୁର ପଂଚାୟତ ସାନ ମାଣପୁର ଗ୍ରାମ ନିକଟ ଆମ୍ବ ତୋଟାରେ ଆମ୍ବ ତୋଟା ଦେଇ ଘର କୁ ଫେରୁଥିବା ବେଳେ କୁଲସୁରା ଗ୍ରାମ ର କୃଷ୍ଣଚନ୍ଦ୍ର ନାୟକ କୁ ଗତ କାଲି ରାତି ପ୍ରlୟ 9ଟା ସମୟ ରେ ହାତୀ ଆକ୍ରମଣ . ମିଳିଥିବା ସୂଚନା ଅନୁଯାଇ କଲୁଷୁରା ଗ୍ରାମ ର କୃଷ୍ଣ ଚନ୍ଦ୍ର ନାୟକ ସାନମାଣ ପୁର ନିକଟକୁ ଚାଉଳ କିଣି ବା ପାଇଁ ଯାଇ ଥିଲେ ଚାଉଳ କିଣି ସାଇକେଲ ଯୋଗେ ନିଜ ଘରକୁ ଚାଉଳ ନେଇ ଫେରୁଥିବା ସମୟରେ ସାନମାଣପୁର ଗାଁ ନିକଟ ଆମ୍ବ ତୋଟାରେ ସାଇକେଲରେ ଆସୁଥିବା ସମୟ ରେ ହାତୀ ସହ ସାମନା ସମନି ହୋଇ ଥିଲେ ଦନ୍ତା ହାତୀ ଟି କୃଷ୍ଣ ଚନ୍ଦ୍ର କୁ ସାଇକେଲ ସହ ଶୁଣ୍ଡ ରେ କଚାଡି ଫିଙ୍ଗି ଦେଇ ଥିଲେ ଗୁରୁ ତର ରେ କୃଷ୍ଣ ଚନ୍ଦ୍ର କ ଚିତ୍ତ କାର ଶୁଣି ଗ୍ରାମ ନିକଟସ୍ଥ ଗ୍ରାମ ବାସି ମାନେ ତାଙ୍କୁ ଉଧାର କରି 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାରକୋଟ ଚିକିତ୍ସାଳୟ କୁ ଓ ପରେ ଦେବଗଡ଼ ଚିକିତ୍ସାଳୟ କୁ ସ୍ଥାନାତୀରତ କଲା ବେଳେ ରାସ୍ତା ରେ କୃଷ୍ଣଚନ୍ଦ୍ର ଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛି l ଗତ କିଛି ଦିନ ବାରକୋଟ ରେଞ୍ଜ ଅଞ୍ଚଳ ରେ ଏକ ଦନ୍ତା ହାତୀ ବିଭିନ୍ନ ଗ୍ରାମ ରେ ଭଙ୍ଗା ରୁଜା କରୁଥିଲା ବେଳେ ତାକୁ ବନ ବିଭାଗ ଜବତ କରୁ ନୋ ଥିବାରୁ ଆଜି କୃଷ୍ଣ ଚନ୍ଦ୍ର ଜୀବନ ଗଲା

Comments
Loading...