ଅଇଁଲାପାଲି ଧାନ ମଣ୍ଡିରେ ଧାନ ସଂଗ୍ରହ ସଖ୍ଯା ବୃଦ୍ଧି , ଜିଲ୍ଲା ବିଜେଡି ଉପସଭାପତି ଙ୍କୁ ଚାଷି ଜଣାଇଲେ ଧନ୍ଯବାଦ୍

କଳାହାଣ୍ଡି (କୋଶଲ ନ୍ଯୁଜ୍ ) ୦୩/୦୬ : କଳାହାଣ୍ଡି ଜିଲ୍ଲା ମଦନପୁର୍ ରାମପୁର୍ ବ୍ଲକ୍ ଅଇଁଲାପାଲି ଧାନ ମଣ୍ଡିରେ ଧାନ ସଂଗ୍ରହ ବୃଦ୍ଧି ପାଇଁ ଦାବି କରୁଥିଲେ ଚାଷୀ l ଧାନ ସଂଗ୍ରହ ବୃଦ୍ଧି ନହେବା କାରଣ ରୁ ରାତ୍ରୀ ସମୟରେ ଅନିଦ୍ରା ହୋଇ ମଣ୍ଡିରେ ଯୋଗିବାକୁ ପଡୁଥିଲା l ତେବେ ପୂର୍ବରୁ ଦୈନିକ ୧ ହଜାର କ୍ଯୁଣ୍ଟାଲ୍ ଧାନ ସଂଗ୍ରହ ପାଇଁ ଧାର୍ଯ୍ଯ କରା ଯାଇଥିଲା l ଯାହା ଫଳରେ ଚାଷୀ ନିଜ ଧାନକୁ ଆଣି ବିକ୍ରୟ କରି ନପାରୀ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିଲେ l ତେବେ ଏ ନେଇ ଜିଲ୍ଲା ବିଜେଡି ଉପ ସଭାପତି ଚିତ୍ତରଞ୍ଜନ ମଣ୍ଡଲ (ବାବୁଲି) ଙ୍କୁ ଜଣାଇଥିଲେ ଚାଷୀମାନେ l ପରେ ଏଇ ସମସ୍ଯା କୁ ଦୃଷ୍ଟିରେ ରଖି ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀ ମଣ୍ଡଲ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସହ ଆଳୋଚନା କରି ଦୈନିକ ୧ ହଜାର କ୍ଯୁଣ୍ଟାଲ୍ ଧାନ ସଂଗ୍ରହ ରୁ ୧୫ ଶହ କ୍ଯୁଣ୍ଟାଲ୍ ବ କରିବା ପାଇଁ ଦାବି କରିଥିଲେ l ଯାହା ଫଳରେ ଅଇଁଲାପାଲି ଧାନ ମଣ୍ଡିରେ ୧୫ ଶହ କ୍ଯୁଣ୍ଟାଲ୍ ଧାନ ବୃଦ୍ଧି ହୋଇଥିବାରୁ ଅନେକ ଚାଷୀ ଉପକୃତ ହୋଇଛନ୍ତି l ତେବେ ଧାନ ସଂଗ୍ରହ ବୃଦ୍ଧି ହୋଇଥିବାରୁ ଅଞ୍ଚଳ ରେ ଶ୍ରୀ ମଣ୍ଡଳ ଙ୍କୁ ସୁଭେଚ୍ଛା ଓ ଧନ୍ଯବାଦ ଜଣାଇଛନ୍ତି ଚାଷି ମାନେ l ଏପରି କି ବୁଦ୍ଧିଯିବି ମହଳରେ ଏପରି ମହତ କାର୍ଯ୍ଯ ପାଇଁ ଶ୍ରୀ ମଣ୍ଡଳ ଙ୍କୁ ସାଧୁବାଦ ଜଣାଇଛନ୍ତି ଅନେକ ବୁଦ୍ଧି ଯିବି l

Comments
Loading...