ଧର୍ମଗଡ ଆମ୍ବେଦକର ଛକ ଠାରେ ଆମ୍ବେଦକରଙ୍କ ୧୩୦ ତମ ଜନ୍ମଜୟନ୍ତୀ ଉତ୍ସବ

ଧର୍ମ ଗଡ଼ଠାରେ ଉପଖଣ୍ଡ ସ୍ତରିୟ ବିଶ୍ଵରନ୍ନ ଵୋଧିସ୍ବତ୍ତ,ଵହୁଜନ ସମାଜ ର ତ୍ରାଣକର୍ତ୍ତା ଡଃ ଭିମରାଓ ଆମ୍ବେଦକର ଙ୍କ ୧୩୦ତମ ଜନ୍ମଜୟନ୍ତୀ ଓଵିସି ଏସୀ,ଏସଟି, ମିଳିତ ମଞ୍ଚ ଆନୁକୁଲ୍ୟରେ କୋଭିଡ କଟକଣା ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।ପାଳନ ଉତ୍ସବରେ ଧର୍ମଗଡ ଉପଖଣ୍ତ ରକ୍ତ ଭଣ୍ଡାର ରେ ମଞ୍ଚ ର କାର୍ଯ୍ୟକାର୍ତ୍ତା ଓ ଅନ୍ୟମାନେ ସ୍ବେଚ୍ଛାକୃତ ରକ୍ତ ଦାନ କରିଥିଲେ ମଞ୍ଚର ସମସ୍ତ କର୍ମକର୍ତ୍ତା ଵାଵାସାହେବଙ୍କମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରୀ ବାବାଙ୍କ ଆଦର୍ଶ ରେ ଅନୁପ୍ରାଣୀତ ହେବା ଓ ତାଙ୍କ ମହାନ ବଳିଦାନ ସ୍କରଣ କରି ବହୁଜନ ସମାଜ ପ୍ରତି ତାଙ୍କ ମହାନ ବଳିଦାନ ଓ କାଯ୍ୟ କୁ ଅନୁକରଣ କଳେ ବହୁଜନ ସମାଜ ର ଉନ୍ନତି ସମ୍ଭବ ବୋଳି ମତ ପ୍ରକାଶ କରିଛନ୍ତି। ସଭାରେ ଯୁବ କ୍ରାନ୍ତି କାରି ତଥା ଆଦର୍ଶ ଶିକ୍ଷକ ଶ୍ରୀ ଯୁକ୍ତ ମିଥୁନ ଦୁର୍ଗା, ଶିକ୍ଷକ ନେତା ଶ୍ରୀଯୁକ୍ତ ବଙ୍କିମ ଚନ୍ଦ୍ର ସାଗର,ଯୁବ ସମାଜସେବି ଢଗ ନାଏକ, ଆଇନଜୀବୀ ଦିଗାମ୍ବର ଦୁରିଆ,ଦେଵାରଚନ ସେଠିଆ, ବେଣୁଧର ତାଣ୍ଡି ଟଙ୍କଧର ତାଣ୍ଡି,ସତ୍ୟବାନ୍ ନାଏକ ଡାକେଶ୍ୱର ଲହଜଳ ଲବଣୀ ରାଉତ,ପ୍ରେମଳାଳ ସାଗର ,ପ୍ରେମଳାଳ ଜଗତ , ରାଜେଶ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ବାବାଙ୍କ ପ୍ରତିମୃତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Comments
Loading...