କଂକ୍ରିଟ ରାସ୍ତାକାମ ଉପରେ MGNREGAS କାମ ଗାଁ ମଝିର ପାଣିଜମା ନିଷ୍କାସନ ପାଇଁ ଗାଁଲୋକେ ଦାବି

ଗୋଲାମୁଣ୍ଡା (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାବ୍ଲକ କୁହୁରା ପଞ୍ଚାୟତର କୁହୁରା ଠାରୁ ମସିଗାଁ ଯିବା ରାସ୍ତା ମହାତ୍ମାଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତ କର୍ମଯୋଜନାରେ 2020/2021 ଆର୍ଥିକ ବର୍ଷର ଅଟକଳପରିମାଣ ଦଶ ଲକ୍ଷ୍ୟଟଙ୍କାରେ ମାଟିକାମ ଶେଷ ହୋଇଯାଇଛି ! ପ୍ରକାଶଥାଉକି କୁହୁରା ଗାଁ ମଝିର ରାସ୍ତାଗୁଡିକ କଂକ୍ରିଟ ହୋଇଥିବାବେଳ ଦୁଇଶହ ମିଟର କଂକ୍ରିଟ ରାସ୍ତାଉପରେ ମାଟି ପୋତି ଦେଇଥିବା ଏକ ଚିତ୍ର ସାମ୍ନାକୁ ଆସିଛି MGNREGAS ଜରିଆରେ ମାଟିଆଣି କଂକ୍ରିଟ ରାସ୍ତା ଉପରେ ପାଟିବା ସରକାରୀ ନିୟମ ଅଛି କି !ଯାହା ଶ୍ରମିକମାନେ କାମକରିବା ବଦଳରେ ଜେସିବି ଓ ଟ୍ରାକଟର ଦ୍ୱାରା ହେଇଛି କାମ ଏ ସଂକ୍ରାନ୍ତରେ କୁହୁରା ଗ୍ରାମବାସୀ ଅଭିଯୋଗ କରିଛନ୍ତି ! କଂକ୍ରିଟ ରାସ୍ତାଉପରେ ମାଟି ପାଟିବା ଦ୍ୱାରା ଗାଁରାସ୍ତା ମଝିରେ ପାଣିଜମା ହୋଇ ପୋଖରୀ ପାଲଟିଯାଇଛି ! ଗାଁଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ! ଗ୍ରାମବାସୀ ମାଟିକୁ କାଢି ଅନ୍ୟତ୍ର ଫୋପାଡ଼ି ଦବlସହ ରାସ୍ତାର ଦୁଇ କଡରେ ଡ୍ରେନର ସୁବିଧା ଦେବାପାଇଁ ଦାବି କରିଛନ୍ତି ! ଏଘାଟଣାକୁ ନେଇ କନିଷ୍ଠ ଯନ୍ତ୍ରୀଚିତରଞ୍ଜନ ଜେନାକୁ ପଚାରିବା ପରେ ମୋର ଅଜାଣତରେ ସରପଞ୍ଚ କାମକରିଛି ! କଂକ୍ରିଟ ଉପରେ ପଡ଼ିଥିବା ମାଟି ଦିନେ ଦୁଇଦିନ ଭିତରେ କlଡ଼ିଦେଇ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ କରିଦେବା ପାଇଁ ପ୍ରତିଶୃତି ଦେବା ଶହ MGNREGAS କlମର ବିଲପୈଠ ହେବନାହିଁ ବୋଲି ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଥିଲେ |

Comments
Loading...