କୋଶଲ ନ୍ୟୁଜର ମହାପ୍ରଭାବ

0 40

କଳାହାଣ୍ଡି:(କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଅନ୍ତର୍ଗତ କାନକୁଟୁର ଗ୍ରାମର ଖର୍ସେଲପଡାରେ ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ ବୋଲି ଏକ ଖବର ପ୍ରସାରିତ ହୋଇଥିଲା । ଏ ସମ୍ବନ୍ଧରେ ଆମର କୋଶଲ ନ୍ୟୁଜର ସବ ଏଡିଟର ପ୍ରଦୀପ କୁମାର ସିଂହ ମୁଖ୍ୟମନ୍ତ୍ରୀ,ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଟୁଇଟ ଯୋଗେ ଅଭିଯୋଗ କରିଥିଲେ।।ଏ ସମ୍ବନ୍ଧରେ ଆଜି ଲାଞ୍ଜିଗଡ ବିଡ଼ିଓ ମହୋଦୟ ସେ ସମସ୍ୟାର ସମାଧାନ ହୋଇଛି ବୋଲି ଉତ୍ତର ରଖିଛନ୍ତି।।ବର୍ତ୍ତମାନ ପଡାବାସୀଙ୍କ ପାନୀୟ ଜଳର କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି।।

Comments
Loading...