ଭିଜିଲାନ୍ସ୍ ଜାଳରେ ମଦନପୁର୍ ଆଦର୍ଶ ବିଦ୍ଯାଳୟ ର ଅଧ୍ଯକ୍ଷ ଖିତିଷ ବିଶ୍ବାଳ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଦନପୁର୍ ଆଦର୍ଶ ବିଦ୍ଯାଳୟ ର ଅଧ୍ଯକ୍ଷ ଖିତିଷ ବିଶ୍ବାଳ ଙ୍କୁ ଗିରଫ କରିଛି କଳାହାଣ୍ଡି ଭିଜିଲାନ୍ସ୍ ଟିମ୍ I ସୂଚନା ଅନୁସାରେ ମ.ରାମପୁର୍ ଚାରିଛକ ର ଗଙ୍ଗାଧର ବାଗ୍ ଙ୍କ ଠାରୁ ଚୌକିଦାର ପଦବିରେ ନିଯୁକ୍ତି କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଦନପୁର୍ ଆଦର୍ଶ ବିଦ୍ଯାଳୟ ଠାରେ ରେଣ୍ଡ ହେଣ୍ଡ ରେ ଗିରଫ୍ କରିଛି ଭିଜିଲାନ୍ସ୍ ଟିମ୍ I ଗଙ୍ଗାଧର ଜଣେ ଗରିବ ଶ୍ରେଣୀର ହୋଇଥିବା ରୁ ଅର୍ଥ ଦେଇନପାରୀ ଭିଜିଲାନ୍ସ୍ ର ଦ୍ବାରସ୍ତ ହୋଇଥିବା ସୂଚନା ରହିଛି I

Comments
Loading...