କୁସୁର୍ଲା ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ କୁସୁର୍ଲା ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନ କାର୍ଯ୍ୟକ୍ରମ କରାଯାଇଛି! ଗାଁ କଲ୍ୟାଣ ସମିତି ର ସଭ୍ୟ ମାନେ କୁସୁର୍ଲା ଗ୍ରାମରେ ଘର ଘର ବୁଲି କରୋନା ସଚେତନ କରିବାସହ ଗର୍ଭବତୀ ମହିଳା ମାନଙ୍କୁ ମାସ୍କ, ସାବୁନ ବଣ୍ଟନ କରି ଅସହାୟ ଗରିବ ଲୋକ ମାନଙ୍କୁ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ ଆୟୋଜିତ କାର୍ଯ୍ୟକ୍ରମ ରେ ଗାଁ କଲ୍ୟାଣ ସମିତି ମୁଖ୍ୟ ଅଙ୍ଗନବାଡି କ୍ରମୀ – ମମତା ସାହୁ, ଆଶା କ୍ରମୀ -ସଂଯୁକ୍ତା ଭୋଇ,ସମାଜସେବୀ -ଶ୍ରୀଯୁକ୍ତ ସୁବାକର ଜାନୀ, ପଦ୍ମନାଭ ବନଛୋର, କୌତୁକ ସାହୁ, ଶୁଶାନ୍ତ ଜାନୀ ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛା ସେବୀ ସନତ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ!!!

Comments
Loading...