ଏକ ତରଫା ପ୍ରେମ କରି ପ୍ରେମିକର ହିଂସ୍ର କାଣ୍ଡ

କଳାହାଣ୍ଡି_ଏକ ତରଫା  ପ୍ରେମ କୁ ନେଇ ପ୍ରେମିକ ର  ହିଂସ୍ର କାଣ୍ଡ।  ଯୁବତୀ ର ଗଳା କାଟି ଦେଇଥିବା ବେଳେ ଆକ୍ରମଣରେ ଯୁବତୀ ର ମାଁ ମୃତ। ଗୁରୁତର ଯୁବତୀ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି। କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁ ରେ ଅଭାବନୀୟ ଘଟଣା। ମୃତକ ୫୫ ବର୍ଷିଅ ସିନ୍ଧୁ ବାଗ ହସ୍ପିଟାଲ ରେ ମୃତ ଘୋଷଣା। ଗୁରୁତର ଯୁବତୀ ରଞ୍ଜିତା ବାଗ ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତି।  ଅଭିଯୁକ୍ତ ତିଲକର ନାଏକ  ଯୁବତୀ ଓ ମାଁ  ପୋଖରୀ ରୁ ଗାଧୋଇ ଫେରୁଥିବା ବେଳେ ଛୁରୀ ରେ ଆକ୍ରମଣ କରିଥିଲା।  ଅଭିଯୁକ୍ତ ମଧ୍ୟ ସେହି ଗାଁ ର । ପ୍ରାଥମିକ ତଦନ୍ତ ରୁ ଏକ ତରଫା ପ୍ରେମ କୁ ନେଇ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଘଟାଇଛି କାଣ୍ଡ।

Comments
Loading...