ଦୁଇ ଜଣ ଛାତ୍ରୀ A1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି

ନୂଆପଡ଼ା(କୋଶଲ ନ୍ୟୁଜ୍ )ଓଡିଶା ମାଧ୍ୟମିକ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ।ନୂଆପଡା ଜିଲ୍ଲା ରେ ଦୁଇ ଜଣ ଛାତ୍ରୀ A1 ରେ ଉତ୍ତୀର୍ଣ୍ଣ ।ଦୁଇ ଜଣ ଛାତ୍ରୀ ହେଲେ ଖଡ଼ିଆଳ ବିଦ୍ୟମନ୍ଦିର ର ଭଞ୍ଜିତା ସାହୁ 600 ନମ୍ବର ରୁ 543 ନମ୍ବର 90%0.5।ସେହିପରି ଅନ୍ୟଜଣେ ଗାୟତ୍ରୀ କର 600 ନମ୍ବର ରୁ 540 ନମ୍ବର 90%ଉତ୍ତୀର୍ଣ୍ଣ ହୋଇଛନ୍ତି।ଏଇ ଦୁଇ ଜଣ ଛାତ୍ରୀ ଙ୍କୁ ନୂଆପଡା ଜିଲ୍ଲା ବିଭିନ୍ନ ମହଲରୁ ସୁବେଚ୍ଛା ଓ ପ୍ରଶଂସା କରାଯାଉଛି।

Comments
Loading...