ରୋୟାଲ କ୍ଳବ ଗନିଆରୀ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ନୂଆପଡା ( କୋଶଲ ନ୍ୟୁଜ୍ ) ଆଜି ଗନିଆରୀ ବିଦ୍ୟାଳୟ ପରିସରରେ ରୋୟାଲ କ୍ଳବ ଗନିଆରୀ ଦ୍ଵାରା ଅନ୍ତଜାତୀୟ ଯୋଗ ଦିବସ ପାଳିତ ହେଇଯାଇଛି I ଶାରୀରିକ ସ୍ବାସ୍ଥ୍I ବ୍ୟାୟାମ କରିବା ନିହାତି ଜରୁରୀ I ଆମେ ଜଦି ଖାଲି ଯୋଗ ଦିବସରେ ଯୋଗ କରିଲେ ହେବନୀ ପ୍ରତ୍ୟେକ ଦିନ ନିଜର ଶରୀର ପାଈଁ ଆମେ 1 ଘଣ୍ଟା ରେ ନେବା ତାହେଲେ ଆମେ ସ୍ୱସ୍ଥ ରହିବା ବୋଲି ରୋୟାଲ କ୍ଳବ ସମ୍ପାଦକ – ଟିକେଶ୍ୱର ହଂସ କହିଛନ୍ତି I ରୋୟାଲ କ୍ଳବ ଦ୍ଵାରା ଆଜି ଯୋଗ ମାଧ୍ୟ୍ୟମରେ ଲୋକଙ୍କୁ ସଚେତନ ବାର୍ତ୍ତା ଦିଆଯାଇଛି I କାର୍ଯ୍ୟକ୍ରମରେ ଯୁବକ ସଂଘ ସଦସ୍ୟ – ଥୟରାମ ହଂସ,ସଭାପତି -ଟିକେଶ୍ୱର ହଂସ,ସମ୍ପାଦକ – ଲିଙ୍ଗରାଜ ଅଦା,ଉପ ସଭାପତି – ରମେଶ ନାଗ,କୋଷIଦକ୍ଷ- ସହଦେଵ ଥପା , କଏଳାଶ ଧାରୁଆ,ଓ ନେହେରୁ ଯୁବ କେନ୍ଦ୍ର ସ୍ୱେଚ୍ଛାସେବୀ – କନେଇ ନିଆଲ,ପ୍ରମୁଖ ସହଯୋଗ କରିଥିଲେ I

Comments
Loading...