ରାଉରକେଲା ସହରରେ ଡେଲି ମାର୍କେଟ ଅଞ୍ଚଳର ବିଭିନ୍ନ ଗୋଦାମ ଉପରେ ଚଢ଼ାଉ

ରାଉରକେଲା ସହରରେ ଲକ ଡାଉନ କଟକଣା ଜାରି ହୋଇଛି । ଏହା ସହ ସହରରେ କଳା ବଜାରୀ ହେଉଥିବାରୁ ଆର ଏମସି ପକ୍ଷରୁ ୧୦ ଟି ଦଳ ଗଠନ କରାଯାଇଛି । ଆଜି ଖାଦ୍ୟ ଯୋଗାଣ ବିଭାଗ ଏବଂ ଆରଏମସି ଦଳ ସହରରେ ଚାଲିଥିବା କଳା ବଜାରୀ କାରବାର କରୁଥିବା ଅସାଧୁ ବେପାରୀଙ୍କ ବିରୁଦ୍ଧରେ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହା ବ୍ୟତୀତ ଯେଉଁ ଦୋକାନୀମାନେ ଦୋକାନ ଆଗରେ ସୂଚୀପତ୍ର ଲଗାଇ ନାହାଁନ୍ତି ସେମାନଙ୍କୁ ତାଗିତ କରିବା ସହ ଓ ଦୋକାନ ଗୁଡିକରେ ଦୋକାନୀମାନେ ଭିଡ଼ କରୁଛନ୍ତି । ସମାଜିକ ଦୂରତା ରଖୁନାହାନ୍ତି ସେହି ଦୋକାନୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ସିଲ କରୁଛି ଆରଏମସି ।

Comments
Loading...